Surprise Me!

ଓଡିଆ ସଂସ୍କୃତିର ପରିଚୟ ପଟ୍ଟଚିତ୍ର; କଳାକୁ ବଞ୍ଚାଇ ରଖିବା ପାଇଁ ଦୁଇଭାଇ ଦେଉଛନ୍ତି ମାଗଣା ତାଲିମ

2025-12-19 27 Dailymotion

ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପରିକ ଚିତ୍ରକଳା । ପଟ୍ଟ ଶବ୍ଦର ଅର୍ଥ କନା । ଏକ ବିଶେଷ କନା ଉପରେ ଅଙ୍କିତ ଏହି ବିଶେଷ ଧରଣର ଚିତ୍ରକୁ କୁହାଯାଏ ପଟ୍ଟଚିତ୍ର।

Buy Now on CodeCanyon