ଦହିବରା ଖାଇ ବୌଦ୍ଧ ଜିଲ୍ଲାର ଗବଜୋର ଗାଁର 50ରୁ ଊର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର 8ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।