୨୦୨୫ ମସିହାର ଗତ ୧୦ ମାସରେ ସଡକ ଦୁର୍ଘଟଣାରେ ଯାଇଛି ୧୬୪ ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରୁତର ଆହତଙ୍କ ସଂଖ୍ୟା ୨୩୬ରେ ପହଞ୍ଚିଛି ।