ଟାଟା ପାୱାର ବିରୋଧରେ କଟକରେ ଗର୍ଜିଲା କଂଗ୍ରେସ, ନିଷ୍ପତ୍ତି ପ୍ରତ୍ୟାହାର ନକଲେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ
2025-12-19 0 Dailymotion
ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଯୋଗ ଦେଇ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।