ଯୌତୁକ ପ୍ରଥାକୁ ନେଇ ଓଡ଼ିଆ ଫିଲ୍ମ 'ମଟରସାଇକେଲ' ରିଲିଜ । ଫିଲ୍ମରେ କଳାକାରଙ୍କ ଜୀବନ୍ତ ଅଭିନୟ ସହ ସାମାଜିକ ବାର୍ତ୍ତା ଓ ଟ୍ଵିଷ୍ଟ ଦର୍ଶକଙ୍କୁ କରାଇଛି ଭାବବିହ୍ୱଳ ।