Surprise Me!

ଶୀତରୁ ନାହିଁ ତ୍ରାହି; ଅସ୍ତବ୍ୟସ୍ତ ଜନଜୀବନ, ଘନ କୁହୁଡ଼ି ପାଇଁ 3 ଜିଲ୍ଲାକୁ ୱାର୍ଣ୍ଣିଂ

2025-12-20 1 Dailymotion

ଦୁଇ ଦିନ ଧରି ଘନ କୁହୁଡ଼ି ପାଇଁ କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି । ଆଜି 6ଟି ଜିଲ୍ଲାରେ ତାପମାତ୍ରା 10 ଡିଗ୍ରୀ ତଳେ ରହିବ ।

Buy Now on CodeCanyon