ଆଗକୁ ଖ୍ରୀ।ଷ୍ଟମାସ ଓ ନୂଆବର୍ଷ; ନନ୍ଦନକାନନରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼, କର୍ତ୍ତୃପକ୍ଷ କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା
2025-12-20 3 Dailymotion
ବ୍ୟାଟେରୀ ଚାଳିତ ଗାଡ଼ି ଓ ସଫାରୀ ରହଣିସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ନୌକା ବିହାର ଓ ଶିଶୁ ରେଳ ଗାଡ଼ି ବନ୍ଦ ଥିବାରୁ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ିଛି ।