Surprise Me!

କରେଣ୍ଟ ଲାଗି ହାତୀ ଛୁଆର ମୃତ୍ୟୁ; ରାତି ତମାମ ନିଜ ଛୁଆକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲା ମା' ହାତୀ

2025-12-20 4 Dailymotion

ଢେଙ୍କାନାଳ ସଦର ବନାଞ୍ଚଳର ଗଦାଶିଳା ସେକ୍ସନ ଅନ୍ତର୍ଗତ ମହାଦିଆ ଗ୍ରାମରେ ଘଟିଛି ଏହି ଘଟଣା । ସୋଲାର ଫେନ୍ସିଂ ତାରରେ କରେଣ୍ଟ ଲାଗି ଏହି ହାତୀ ଛୁଆର ମୃତ୍ୟୁ ଘଟିଛି ।

Buy Now on CodeCanyon