Surprise Me!

ବାହାରିନ ଜାତୀୟ ଦିବସ; ଚମକିଲା ଓଡ଼ିଶା, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ବାଣିଜ୍ୟ ପ୍ରଦର୍ଶିତ

2025-12-21 4 Dailymotion

ବାହାରିନ ଓଡିଆ ସମାଜର ପ୍ରଦର୍ଶନୀ ମଣ୍ଡପ ସୁନ୍ଦର ସାଜସଜ୍ଜାକୁ ଉପସ୍ଥିତ ସମସ୍ତ ଅତିଥି ପ୍ରଶଂସା କରିଛନ୍ତି । ଓଡିଶାର ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପ୍ରଦର୍ଶନୀର ଲକ୍ଷ୍ୟ ।

Buy Now on CodeCanyon