Surprise Me!

ଆୟଠାରୁ 232 ପ୍ରତିଶତ ଅଧିକ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରଖି ବନ୍ଧାହେଲେ କୁବେର ରେଞ୍ଜର ରାଜେନ୍ଦ୍ର

2025-12-21 5 Dailymotion

ଭିଜିଲାନ୍ସ ବିଭାଗ ରେଞ୍ଜରଙ୍କ ୪ଟି ଠିକଣାରେ ଏକକାଳୀନ ରେଡ୍ କରିଥିଲା । ରେଡ୍ ସମୟରେ ୨୫୨ ଗ୍ରାମ ସୁନା ଏବଂ ନଗଦ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଥିଲା ।

Buy Now on CodeCanyon