Surprise Me!

ମକର କେତନଙ୍କ ମାଟି ଚା’କପ୍‌: ‘କୁଲଡ’ରୁ ଲକ୍ଷାଧିକ ଆୟ, ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର

2025-12-22 54 Dailymotion

ଟେରାକୋଟା କାମରେ ଥିଲେ ମାଷ୍ଟର ଟ୍ରେନର । ମହିଳା ଗୋଷ୍ଠୀରୁ ଋଣ ଆଣି ଆରମ୍ଭ କରିଛନ୍ତି ମାଟି କପ୍‌ ତିଆରି । ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମକର କେତନ ।

Buy Now on CodeCanyon