ପାରଳାଖେମୁଣ୍ଡିରେ ବେକାର ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତାଲିମ ଦେଉଥିଲେ । ଶହ ଶହ ଯୁବକଙ୍କଠୁ ଆଦାୟ କରିଥିଲେ ଟଙ୍କା । ପହଞ୍ଚି ଗଲା ପୋଲିସ ଓ ପ୍ରଶାସନ ।