Surprise Me!

ବଜାରରେ ଗୁଡି-ସୂତାର ପସରା: କଟକଣା ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଚେତାବନୀ

2025-12-22 1 Dailymotion

ମାଞ୍ଜା ସୂତା କିମ୍ବା ପ୍ଲାଷ୍ଟିକ ସୂତା ବିକ୍ରୟ ହେଲେ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜରିମାନା ଆଦାୟ ନଚେତ୍‌ ଦୋକାନ ସିଲ୍‌ କରିବାକୁ ଚେତାଇଲା ବାଲେଶ୍ବର ପୌର ପ୍ରଶାସନ ।

Buy Now on CodeCanyon