ଦିନକୁ ମାତ୍ର ଗୋଟିଏ କି ଦୁଇଟି ପ୍ରଦୂଷଣ ସାର୍ଟିଫିକେଟ କରୁଥିବା ଟେଷ୍ଟିଂ ସେଣ୍ଟର ବାଲା, ଏବେ ସେମାନେ ଘଣ୍ଟାକୁ କରୁଛନ୍ତି 10-15ଟି ପ୍ରଦୂଷଣ ଟେଷ୍ଟିଂ ।