ମନୋବଳରୁ ମିଳିଲା ପ୍ରେରଣା; ହୁଇଲ ଚେୟାରରେ ବସି ସ୍ୱର୍ଣ୍ଣ ପଦକ ଜିତିଲେ ପାରା-ଆଥଲେଟ ବିକ୍ରମାଦିତ୍ୟ
2025-12-22 5 Dailymotion
ଗୋଟିଏପଟେ ପରିବାରର ଦାୟିତ୍ୱ, ଅନ୍ୟପଟେ ଶାରୀରିକ ଅକ୍ଷମତା । ଏସବୁଭିତରେ ତାଙ୍କୁ ଗୋଟିଏ ଜିନିଷ ରାସ୍ତା ଦେଖାଇଥିଲା ଆଉ ତାହାହେଉଛି ମନୋବଳ । ସେଇ ମନୋବଳ ତାଙ୍କୁ ଆଜି କରିପାରିଛି ସଫଳ ପାରା-ଆଥଲେଟ ।