Surprise Me!

ଓଡ଼ିଶା କୁସ୍ତିଯୋଦ୍ଧାଙ୍କ ଦୟନୀୟ ଟ୍ରେନ ଯାତ୍ରା, ମନ୍ତ୍ରୀଙ୍କ ପ୍ରତିଶ୍ରୁତି 'ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ'

2025-12-23 3 Dailymotion

ଜାତୀୟ କୁସ୍ତି ଚାମ୍ପିଅନସିପରେ ଭାଗନେବାକୁ ଓଡ଼ିଶାରୁ 18 ଜଣ ସ୍କୁଲ କୁସ୍ତିଯୋଦ୍ଧା ଉତ୍ତରପ୍ରଦେଶ ଗସ୍ତ କରିଥିଲେ । ଟ୍ରେନ ଟିକେଟ କନଫର୍ମ ନହେବାରୁ ଟଏଲେଟ ନିକଟରେ ଯାତ୍ରା କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Buy Now on CodeCanyon