108 ଆମ୍ବୁଲାନ୍ସ ସେବାରେ 428ଟି ଆମ୍ବୁଲାନ୍ସ ଯୋଡି ହେବ । ଏଥିପାଇଁ ରାଜ୍ୟ ସରକାର 111 କୋଟି ଖର୍ଚ୍ଚ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ 150ଟି ଲୋକାର୍ପଣ ।