ଦୁଇ ବର୍ଷ ମଧ୍ୟରେ 2 ଲକ୍ଷ କିଲୋମିଟର ଭ୍ରମଣକରି 28ଟି ରାଜ୍ୟର 806 ଜିଲ୍ଲାରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି ବେଙ୍ଗଳୁରୁର ଯୁବକ ଦିବାକର ରେଡ୍ଡି ।