Surprise Me!

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଲେ ବରଗଡ ପୋକ୍ସୋ କୋର୍ଟ

2026-01-06 4 Dailymotion

ଗତ ନଭେମ୍ବର 15, 2024ରେ 7 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ପ୍ରଶାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ବରଗଡ ପୋକ୍ସୋ କୋର୍ଟ ।

Buy Now on CodeCanyon