ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନିର୍ମିତ ଶ୍ରୀମାର୍ଗ ରାସ୍ତାକଡ଼ ଅଳିଆ ଆବର୍ଜନାରେ ଭରିରହିଛି । ବିପର୍ଯ୍ୟସ୍ତ ପରିମଳକୁ ନେଇ ପ୍ରଶାସନ ଓ ପୌରପାଳିକା ଉପରେ ବର୍ଷିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ସେବାୟତ ।