Surprise Me!

ଗଞ୍ଜାମ ଛାତ୍ରଙ୍କ Tech for Tails ପ୍ରୋଜେକ୍ଚ, କୃଷ୍ଣସାର ମୃଗଙ୍କ ପାଇଁ ସାଜିବ ରକ୍ଷାକବଚ

2026-01-07 131 Dailymotion

କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାର ୧୦ମ ଶ୍ରେଣୀ ଛାତ୍ରଙ୍କ ନିଆରା ପ୍ରୟାସ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଏ.ଆଇ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି Tech for tails ପ୍ରୋଜେକ୍ଟ ।

Buy Now on CodeCanyon