ମାଟିରୁ କାନଫୁଲ, ହାର, ଗିଫ୍ଟ ସାମଗ୍ରୀ ତିଆରି କରୁଛନ୍ତି ବାଲେଶ୍ବରର ମହିଳା ଉଦ୍ୟୋଗୀ ସୁଜାତା ବେହେରା । ବାର୍ଷିକ 4ରୁ 5 ଲକ୍ଷ ରୋଜଗାର ସହ 8 ମହିଳାଙ୍କୁ ଦେଇଛନ୍ତି ରୋଜଗାର ।