ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ କୁମ୍ଭୀର ଗଣନା: ଜାଣନ୍ତୁ, କେତେ ଦିନ ପାଇଁ ପର୍ଯ୍ୟଟନ ମନା
2026-01-08 1 Dailymotion
୨୦୨୬ ମସିହା ଜାନୁଆରୀ ୮ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଗଣନା କରାଯାଉଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।