ଜାନୁଆରୀ ୯ ତାରିଖରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଧାନକିଣା ଆରମ୍ଭ ହେବ । ସାଟେଲାଇଟ୍ ସର୍ଭେରେ ଜିଲ୍ଲାର ଅନେକ ପ୍ଲଟ୍ରେ ଧାନ ଚାଷ ହୋଇନଥିବା ଜଣାପଡିଛି । ସମବାୟ ବିଭାଗ ପକ୍ଷରୁ ତଦନ୍ତ ।