ଓଡ଼ିଶାର 3 କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ: ଆଲର୍ଟରେ ପୋଲିସ, ଅପରାଧୀଙ୍କୁ ଧରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
2026-01-08 4 Dailymotion
କୋର୍ଟରେ ବୋମା । ଆସିଲା ଧମକପୂର୍ଣ୍ଣ ମେଲ୍ । କଟକ, ସମ୍ବଲପୁର, ଦେବଗଡ କୋର୍ଟରେ ବୋମା ଥିବା ଧମକପୂର୍ଣ୍ଣ ମେଲ ଆସିଛି । 3 କୋର୍ଟରେ ପୋଲିସର ଛାନଭିନ ଜାରି ରହିଛି ।