Surprise Me!

ଜାଡ଼ରେ ଥରୁଛି ଓଡି଼ଶା, ଶିମିଳିପାଳରେ ଶୂନ ଡିଗ୍ରୀ ତାପମାତ୍ରା

2026-01-08 183 Dailymotion

ଗତ ଦୁଇ ଦିନ ଧରି ପାରଦ ତଳକୁ ଖସି ଶୂନ ଡିଗ୍ରୀ ତାପମାତ୍ରାରେ ପହଞ୍ଚିଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।

Buy Now on CodeCanyon