Surprise Me!

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ, ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ

2026-01-08 6 Dailymotion

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଓମସା ସଂଘର ଆଲୋଚନା ସଫଳ । ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ । ଆସନ୍ତାକାଲିଠୁ ସ୍ବାଭାବିକ ହେବ ସ୍ବାସ୍ଥ୍ୟସେବା । ଗତ ଡିସେମ୍ବର 26ରୁ ଆନ୍ଦୋଳନରେ ବସିଥିଲେ ଡାକ୍ତର ।

Buy Now on CodeCanyon