Surprise Me!

ଅଲିଭ ରିଡଲେ କଇଁଛକୁ ଜଗିବ ୱାଚ୍‌ ଟାୱାର, AI ନଜରରେ ରହିବେ ଶିକାରୀ

2026-01-08 2 Dailymotion

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଋଷିକୂଲ୍ୟା, ଭିତରକନିକାରେ ତିନୋଟି ୱାଚ ଟାୱାର କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Buy Now on CodeCanyon