Surprise Me!

ଭାଙ୍ଗିଲା 12 ବର୍ଷର ରେକର୍ଡ, ଶିମିଳିପାଳରେ ତାପମାତ୍ରା ମାଇନସ 1 ଡିଗ୍ରୀ

2026-01-09 4 Dailymotion

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବାରହାକାମୁଡାରେ ପାରଦ -1° ରେକର୍ଡ କରାଯାଇଛି । ଶୀତ ଲହରୀ ଭିତରେ ଶିମିଳିପାଳର ମନ ମୁଗ୍ଧକର ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି ।

Buy Now on CodeCanyon