Surprise Me!

ନାରୀ ଶକ୍ତିର ନୂଆ ଚେହେରା ପଙ୍କଜିନୀ; ସାଜିଛନ୍ତି ମହିଳା ସଶକ୍ତିକରଣର ଜ୍ବଳନ୍ତ ଉଦାହରଣ

2026-01-09 93 Dailymotion

ପ୍ରତିକୂଳ ପରିସ୍ଥିତିରେ ଆତ୍ମନିର୍ଭରଶୀଳ ହେବା ସହ ସମାଜକୁ ନୂତନ ଦିଗଦର୍ଶନ ଦେଉଛନ୍ତି ପଙ୍କଜିନୀ ମହାପାତ୍ର । ସଫଳତା ଭିତରେ ସେତୁ ସାଜିଛି କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ।

Buy Now on CodeCanyon