2022-2023 ମସିହାରେ ନିର୍ମିତ ହୋଇଥିଲା ଏହି ନାମ ଫଳକ । ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ଖେଳୁଥିବା ବେଳେ, ହଠାତ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଉପରେ ଭାଙ୍ଗି ପଡ଼ିଥିଲା ।