ବିମାନଟି ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଉଡାଣ କରୁଥିଲା । ଏୟାରଷ୍ଟ୍ରିପ ଠାରୁ 9 କିଲୋମିଟର ଦୂରରେ ବିମାନ କ୍ରାସ ହୋଇଛି ।