ପୁରୀରେ ଡିଜିଟାଲ ପାଠାଗାର; NIC ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା
2026-01-10 3 Dailymotion
ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡିଜିଟାଲ ପାଠାଗାର ନିର୍ମାଣ ପ୍ରସ୍ତୁତି । ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ସମସ୍ତ ତଥ୍ୟ ଇ-ଲାଇବ୍ରେରୀରେ ମିଳିବ । ମନ୍ଦିର ସମ୍ପର୍କିତ ଇତିହାସ ଜାଣିବେ ସାଧାରଣ ଲୋକ ।