Surprise Me!

ବାଉଁଶ କରିଗରୀ 'ବାଦଶାହ' ଏକାଦଶୀ; ମହିଳାଙ୍କୁ ମାଗଣା ଟ୍ରେନିଂ, ବିଶ୍ବବଜାରରେ ଚମକୁଛି ବାଉଁଶ କଳା, ଆମେରିକାରୁ ଆସୁଛି ଅର୍ଡର

2026-01-10 59 Dailymotion

କଟକର କାରିଗର ଏକାଦଶୀ ବାରିକ । ବାଉଁଶକୁ କରିଛନ୍ତି ଜୀବିକା । ମାଗଣା ଟ୍ରେନିଂ ଦେଇ ମହିଳାମାନଙ୍କୁ ସଶକ୍ତ କରିବା ସହ ରୋଜଗାରକ୍ଷମ କରିଛନ୍ତି । ପାରମ୍ପରିକ ହସ୍ତଶିଳ୍ପକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି ।

Buy Now on CodeCanyon