କଟକ କମିଶନରେଟ ପୋଲିସ ଦ୍ୱାରା ଏକ ଆନ୍ତଃରାଜ୍ୟ ଟେଲିଗ୍ରାମ ପୁଞ୍ଜିନିବେଶ ସ୍କାମ୍ ଉପରୁ ପରଦା ଉଠିଛି । ସାଇବର ଠକଙ୍କ ସହିତ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ ।