ସ୍ବଚ୍ଛତାର ସହ ଇ-କେୱାଇସି ମାଧ୍ୟମରେ କରାଯାଉଛି ନୂତନ ହିତାଧିକାରୀ ଚିହ୍ନଟ । ପୁରୀରେ ୨୧୫ ଜଣଙ୍କୁ ଖାଉଟି କାର୍ଡ ବାଣ୍ଟିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ।