ମଣ୍ଡି ନଥିବା ଏବଂ ବାହାର ବ୍ୟବସାୟୀ ଆସୁନଥିବାରୁ ବିକ୍ରି ହୋଇପାରୁନି କନ୍ଦମୂଳ । ବର୍ଷ ବର୍ଷ ଧରି କନ୍ଦମୂଳ ଚାଷକୁ ମୁଖ୍ୟ ଜୀବିକା କରିଥିବା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ।