ସମ୍ବଲପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ, ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଭେଟି ଦେଲେ ମୁଖ୍ୟମନ୍ତ୍ରୀ
2026-01-11 3 Dailymotion
ମୁଖ୍ୟମନ୍ତ୍ରୀଙ୍କ 2 ଦିନିଆ ସମ୍ବଲପୁର ଗସ୍ତ । ଦ୍ଵିତୀୟ ଦିନରେ 451.24 କୋଟି ଟଙ୍କା ବ୍ୟୟର ବୃହତ ପାନୀୟ ଜଳ<br />ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।