ଆଇଆଇଏମ ସମ୍ବଲପୁରରେ ଆରମ୍ଭ ହୋଇଛି 5 ଦିନିଆ CEO Immersion ପ୍ରୋଗ୍ରାମ-2026 । କାର୍ଯ୍ୟର ଭବିଷ୍ୟତ ଶୀର୍ଷକ ଉପରେ ଆଲୋଚନା କରିଛନ୍ତି 15ଟି ପ୍ରମୁଖ ସଂସ୍ଥାର CEO ।