ପୂରଣ ହେଲା ଦୀର୍ଘଦିନର ଦାବି, ବେଗୁନିଆକୁ ମିଳିଲା ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ
2026-01-13 3 Dailymotion
ଖୋର୍ଦ୍ଧା ସମେତ ୧୦ଟି ଜିଲ୍ଲାରେ ୧୪ଟି ଅଟଳ ବସଷ୍ଟାଣ୍ଡ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବସଷ୍ଟାଣ୍ଡରେ ରହିଛି ଟର୍ମିନାଲ ଭବନ, ମାର୍କେଟ କମ୍ପ୍ଲେକ୍ସ ଏବଂ ଇଲେକ୍ଟ୍ରି ଯାନ ଚାର୍ଜିଂ ପଏଣ୍ଟ।