ଗ୍ରାମୀଣ ଜୀବନର ଆର୍ଥିକ ବିକାଶକୁ ନେଇ ଚାଲିଥିବା ମେଳାରେ ମୋଟ ୩୪୦ଟି ବିକ୍ରୟ ଷ୍ଟଲ୍ ଲଗାଯାଇଥିବା ବେଳେ ୩୫ଟି ଖାଦ୍ୟ ଷ୍ଟଲ୍ ରହିଛି ।