ସହରରେ ବଢୁଥିବା ଅପରାଧିକ ଗତିବିଧି ପାଇଁ 12ଟି ସ୍ଥାନରେ 36ଟି ସିସିଟିଭି କ୍ୟାମେରା ଲାଗିଲା । 3ଟି ସ୍ଥାନରେ ANPR କ୍ୟାମେରା ଲଗାଯାଇଛି । ଧରାପଡିବେ ଅମାନିଆ ଓ ଅପରାଧୀ ।