ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ସ୍ନାକ୍ସ ପ୍ୟାକେଟରେ ଥିବା ଖେଳନା ଫୁଟି ଯିବାରୁ ଜଣେ ଶିଶୁର ଆଖି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ଆସିଛି ।