ବିଭିନ୍ନ ଜିଲ୍ଲାର ଆକାର ଓ ଜନସଂଖ୍ୟାକୁ ଦେଖିଲେ ଗଞ୍ଜାମ, ସୁନ୍ଦରଗଡ, ମୟୂରଭଞ୍ଜ, ସମ୍ବଲପୁର, କନ୍ଧମାଳ, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ବର, କଟକ ଆଦି ଜିଲ୍ଲାରେ ନିର୍ବାଚନମଣ୍ଡଳୀ ସଂଖ୍ୟା ବଢ଼ିପାରେ ।