ଧାନ କିଣାରେ ସରକାରଙ୍କ ୟୁ-ଟର୍ଣ୍ଣ ନୀତିକୁ ନେଇ ବର୍ଷିଲା ବିଜେଡି; ଜବାବ ରଖିଲା ବିଜେପି
2026-01-14 1 Dailymotion
ଚାଷ ଉପରେ ନିର୍ଭର କରୁଥିବା 70% ଲୋକ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି-ବିଜେଡି। <br />ଏ ସରକାର ଚାଷୀଙ୍କ ସରକାର, ଚାଷୀଙ୍କ ସହିତ ରହିଛି, ଚାଷୀଙ୍କର କୌଣସି ଅସୁବିଧା ହେବ ନାହିଁ -ବିଜେପି