ପୋଲିସ ହାତରେ କୁଖ୍ୟାତ ମନ୍ଦିର ଲୁଟେରା, ଅଷ୍ଟଧାତୁ ମୂର୍ତ୍ତିକୁ ବିଦେଶରେ ବିକ୍ରି ପାଇଁ କରୁଥିଲା ଯୋଜନା
2026-01-14 2 Dailymotion
ଲୁଟେରା ସେକ ନବାବର ଟାର୍ଗେଟରେ ଥିଲା ମନ୍ଦିର । ବୁଲାଉଥିଲା କଳାକନା । ମନ୍ଦିର ସୁନା ଅଳଙ୍କାର ବିଦେଶରେ ବିକ୍ରି ପାଇଁ କରିଥିଲା ପ୍ରସ୍ତୁତି । ବାନ୍ଧିଲା ପୋଲିସ ।