Surprise Me!

ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ଯବହାର ନକଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ ସୂର୍ଯ୍ୟବଂଶୀ

2026-01-14 0 Dailymotion

ଓଡ଼ିଆରେ କାମ ନକଲେ ପ୍ରଥମେ ତାଗିଦ୍‌ ଏହା ପରେ କାରଣ ଦର୍ଶାଅ ନୋଟିସ୍‌ କରିବେ ସରକାର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ।

Buy Now on CodeCanyon