ଶୈବପୀଠ ଭୁବନେଶ୍ବରରେ ମଧ୍ୟଯୁଗୀୟ ଦେବୀ ମନ୍ଦିର: ସୁକ ଶାରୀ ମନ୍ଦିର ତଳୁ ଉଦ୍ଧାର ହେଲା ଭଗ୍ମାବଶେଷ
2026-01-14 6 Dailymotion
ପ୍ରାଚୀନ ଐତିହ୍ୟ ଭରା ଏକାମ୍ର କ୍ଷେତ୍ରରେ ପୋତି ହୋଇ ରହିଥିବା ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ASI। ଉଭୟ ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି।