ଶ୍ରୀଜୀଉଙ୍କ ନିକଟରେ ଆଜି ଭିନ୍ନ ଭିନ୍ନ ସମୟରେ ଦିନ ତମାମ ମା' ସାନ୍ତାଣୀ ଆଣିଥିବା ୮୪ ପ୍ରକାର ବ୍ୟଞ୍ଜନ ଲାଗି କରାଯିବା ପରମ୍ପରା ମଧ୍ୟ ଅନ୍ୟତମ ।