Surprise Me!

କେବେ ପୂରଣ ହେବ WODC ଅଧ୍ୟକ୍ଷ ପଦ ? ସ୍ଥାୟୀ ନିଯୁକ୍ତି ନେଇ ପଶ୍ଚିମ ଓଡିଶାବାସୀଙ୍କ ଦାବି

2026-01-15 3 Dailymotion

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବୀ ପ୍ରାୟ ଦେଢ ବର୍ଷ ଧରି ଖାଲିପଡିଛି । ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ଅସନ୍ତୋଷଭାବ ଦେଖାଦେଇଛି । ପଦବୀ ପୂରଣ ପାଇଁ ଦାବି ହୋଇଛି ।

Buy Now on CodeCanyon